ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ହସ୍ତାକ୍ଷର କରିବ ପର୍ଦ୍ଦାଫାସ୍

ତୁରନ୍ତ ରିପୋର୍ଟ ଦେବା ପାଇଁ ଚିଠି ଲେଖିଲା ଜିଆରପି ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ୧୫ ଦିନ ବିତି ଯାଇଥିବା ବେଳେ ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ବିଭିନ୍ନ ଦିଗକୁ ଆଧାର କରି ଜିଆରପି ତଦନ୍ତ କରି ସାରିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା, ମା’, ଶ୍ବଶୁର ଘର ଲୋକ, ପିପୁଲ୍ସ ଫର୍ ସେବା ସଦସ୍ୟ, ସାଙ୍ଗସାଥୀଙ୍କୁ ମିଶାଇ ପ୍ରାୟ ୧୫ରୁ ଅଧିକ ଲୋକଙ୍କୁ ଜେରା କରି … Continue reading ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ହସ୍ତାକ୍ଷର କରିବ ପର୍ଦ୍ଦାଫାସ୍